ତତେ ନ ପଚାରି ପାଇଥିଲି ଭଲ କରି ଥିଲି ଯେ କସୁର, ସଜା ପାଇବାକୁ, ମାଗୁଛି ମଂଜୁରୀ, ତତେ ନ ପଚାରି ପାଇଥିଲି ଭଲ କରି ଥିଲି ଯେ କସୁର, ସଜା ପାଇବାକୁ, ମାଗୁଛି ମଂଜୁରୀ,
ବିସ୍ମୃତି ଗର୍ଭରେ ହଜିଗଲେ ସବୁ ତୁମେହେଲ ବର୍ତ୍ତମାନ ଆଖିରେ ଆଖିଏ ସ୍ୱପ୍ନ ଖଞ୍ଜିଦେଲ ଭୁଲିଗଲି ରାତି.... ବିସ୍ମୃତି ଗର୍ଭରେ ହଜିଗଲେ ସବୁ ତୁମେହେଲ ବର୍ତ୍ତମାନ ଆଖିରେ ଆଖିଏ ସ୍ୱପ୍ନ ଖଞ୍ଜିଦେଲ ...
ଅଧୁରା ସପନ ଅଧୁରା ସପନ
ସପନ ସହର ସପନ ସହର
ଚକଚକ ଦୁନିଆ କରିଛି ବାଇ ହୃଦର ଡାକ ଅଲୋଡା ପାଦ ଖସୁଛି ଖସଡା ପଥେ ମନେରେ ଜଳେ ନିଆଁ । ଚକଚକ ଦୁନିଆ କରିଛି ବାଇ ହୃଦର ଡାକ ଅଲୋଡା ପାଦ ଖସୁଛି ଖସଡା ପଥେ ମନେରେ ଜଳେ ନିଆଁ ।
ମା ମଧ୍ୟେ ଈଶ୍ୱର ବିଷ୍ଣୁ ମହେଶ୍ୱର ଓଁ ମାତୃଦେବାୟ। ମା ଅଟେ ପାଳକ ସୃଷ୍ଟି ସଂଚାଳକ ମା ମଧ୍ୟେ ଈଶ୍ୱର ବିଷ୍ଣୁ ମହେଶ୍ୱର ଓଁ ମାତୃଦେବାୟ। ମା ଅଟେ ପାଳକ ସୃଷ୍ଟି ସଂଚାଳକ